Below header

ରାଜ୍ୟ କଂଗ୍ରେସର ଶୋଭାଯାତ୍ରା, କଂଗ୍ରେସ କର୍ମୀ- ପୋଲିସ ଧସ୍ତାଧସ୍ତି

କଂଗ୍ରେସ କର୍ମୀ - ପୋଲିସ ଧସ୍ତାଧସ୍ତି। ରାଜଧାନୀରେ ରାଜ୍ୟ କଂଗ୍ରେସର ରାଲି। ବେକାରୀ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଭୁବନେଶ୍ବରରେ ରାଜ୍ୟ କଂଗ୍ରେସର ଶୋଭାଯାତ୍ରା। ଶୋଭାଯାତ୍ରା ବେଳେ ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ।

ଭୁବନେଶ୍ୱର(କେନ୍ୟୁଜ୍‌): କଂଗ୍ରେସ କର୍ମୀ – ପୋଲିସ ଧସ୍ତାଧସ୍ତି। ରାଜଧାନୀରେ ରାଜ୍ୟ କଂଗ୍ରେସର ରାଲି। ବେକାରୀ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଭୁବନେଶ୍ବରରେ ରାଜ୍ୟ କଂଗ୍ରେସର ଶୋଭାଯାତ୍ରା। ଶୋଭାଯାତ୍ରା ବେଳେ ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ। ପୋଲିସ ଅଟକାଇବା ବେଳେ ମୁହାଁମୁହିଁ ପରିସ୍ଥିତି। ପୋଲିସ – କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.