ପ୍ରେମିକାକୁ ଭେଟିବାକୁ ଆସି ଫସିଗଲେ କନେଷ୍ଟବଳ, ଅସଂଯତ ଅବସ୍ଥାରେ ଧରିଲେ ସ୍ତ୍ରୀ

ଧରା ପଡିଲା ପୋଲିସ ବାବୁଙ୍କ ଚୋରା ପୀରତି । ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା ଚାଲିଥିବା ବେଳେ ଧରାଇ ଦେଲେ ସ୍ତ୍ରୀ । ପୋଲିସକୁ ସାଙ୍ଗରେ ଧରି ପହଞ୍ଚିଗଲେ ସ୍ୱାମୀ ପାଖରେ ।

ବଲାଙ୍ଗୀର (କେନ୍ୟୁଜ): ଧରା ପଡିଲା ପୋଲିସ ବାବୁଙ୍କ ଚୋରା ପୀରତି । ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା ଚାଲିଥିବା ବେଳେ ଧରାଇ ଦେଲେ ସ୍ତ୍ରୀ । ପୋଲିସକୁ ସାଙ୍ଗରେ ଧରି ପହଞ୍ଚିଗଲେ ସ୍ୱାମୀ ପାଖରେ । ଆଉ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲେ ପୋଲିସ କନେଷ୍ଟବଳ ବାବୁ । ଅସଂଯତ ଅବସ୍ଥାରେ ବଲାଙ୍ଗୀର ହାତିସାଲ ପଡ଼ାରୁ ପୋଲିସ କର୍ମଚାରୀ ଜଣଙ୍କୁ ଧରିଲେ ସ୍ତ୍ରୀ । ବିବାହିତ ପୋଲିସ ବାବୁ ଜଣକ ଆଉ ଜଣେ ଯୁବତୀ ସହ ପ୍ରେମ ସମ୍ପର୍କ ରଖିଥିଲେ । ଯାହା ତାଙ୍କର ପରକୀୟା ପ୍ରୀତିକୁ ପଦାରେ ପକାଇଛି । ବଲାଙ୍ଗୀର ହାତିସାଲ ପଡ଼ାରୁ ପୋଲିସ ବାବୁଙ୍କୁ ଧରିଲେ ସ୍ତ୍ରୀ । ଦୀର୍ଘ ସମୟ ଧରି ଦେଖିବାକୁ ମିଳିଥିଲା ହାଇଡ୍ରାମା।

Leave A Reply

Your email address will not be published.