ବଲାଙ୍ଗିର ପୋଲିସର କ୍ଲିନ୍ କ୍ରିମିନାଲ୍ ଅଭିଯାନ, ବିପୁଳ ପରିମାଣର କଫ୍ ସିରପ ଜବତ
୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ଜବତ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ବନ୍ଧୁକ ସହ ଦାମୀ ଗାଡି ମଧ୍ୟ ଜବତ ହୋଇଛି । ଜିଲ୍ଲାରେ କିଛି ଦିନ ହେଲା କ୍ଲିନ୍ କ୍ରିମିନାଲ୍ ଅଭିଯାନ ଜାରି ରହିଛି।

ବଲାଙ୍ଗିର(କେନ୍ୟୁଜ୍): ଆକ୍ସନ ମୁଡ୍ରେ ବଲାଙ୍ଗିର ପୋଲିସ। କ୍ଲିନ୍ କ୍ରିମିନାଲ୍ ଅଭିଯାନରେ ୩୭ଜଣ ନିଶା ବେପାରୀ ଗିରଫ । ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ଜବତ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ବନ୍ଧୁକ ସହ ଦାମୀ ଗାଡି ମଧ୍ୟ ଜବତ ହୋଇଛି । ଜିଲ୍ଲାରେ କିଛି ଦିନ ହେଲା କ୍ଲିନ୍ କ୍ରିମିନାଲ୍ ଅଭିଯାନ ଜାରି ରହିଛି।