ବିବାହ ପାଇଁ ସାମାଜିକ ସ୍ୱୀକୃତି ନ ମିଳିବାରୁ ଜୀବନ ହାରିଲେ ଯୁବକ-ଯୁବତୀ

ନବରଙ୍ଗପୁର ଉମରକୋଟ ଥାନା ବୁର୍ଜା ଗାଁର ପମ୍ପ ହାଉସ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପମ୍ପ ହାଉସର ଠିକା କର୍ମଚାରୀ ଓ ଯୁବତୀ ଜଣକ ପାଖ ଗାଁର ବୋଲି ସୂଚନା ମିଳିଛି ।ନବରଙ୍ଗପୁର ଉମରକୋଟ ଥାନା ବୁର୍ଜା ଗାଁର ପମ୍ପ ହାଉସ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପମ୍ପ ହାଉସର ଠିକା କର୍ମଚାରୀ ଓ ଯୁବତୀ ଜଣକ ପାଖ ଗାଁର ବୋଲି ସୂଚନା ମିଳିଛି ।

ଉମରକୋଟ(କେନ୍ୟୁଜ) : ଘର ଭିତରୁ ମୃତଦେହ ଠାବ । ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଉମରକୋଟ ଥାନା ବୁର୍ଜା ଗାଁର ପମ୍ପ ହାଉସ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପମ୍ପ ହାଉସର ଠିକା କର୍ମଚାରୀ ଓ ଯୁବତୀ ଜଣକ ପାଖ ଗାଁର ବୋଲି ସୂଚନା ମିଳିଛି । ବିବାହ ପାଇଁ ସାମାଜିକ ସ୍ୱୀକୃତି ନ ମିଳିବା ଭୟରେ ଜୀବନ ହାରିଥିବା ସୂଚନା ମିଳିଛି । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।