ଲୁଗା ଶୁଖାଉଥିବାବେଳେ ଲାଗିଲା ବିଦ୍ୟୁତ ତାର, ବଞ୍ଚାଇବାକୁ ଯାଇ ଦମ୍ପତି ମୃତ
କାମାକ୍ଷାନଗର : ଛତିଶଗଡ଼ରେ ଓଡ଼ିଆ ଦମ୍ପତି ମୃତ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତ ଦମ୍ପତି ହେଲେ ଢେଙ୍କାନାଳ କାମାକ୍ଷାନଗର ବାମ ପଞ୍ଚାୟତ ରଗଡାସାହିର ଦୁର୍ଯୋଧନ ମହାନ୍ତ ଓ ଭାରତୀ ମହାନ୍ତ ।
ସୂଚନା ଅନୁସାରେ, ଦୁର୍ଯ୍ୟୋଧନ ମହାନ୍ତ ଦୀର୍ଘ ବର୍ଷ ଧରି…