ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଖଡିଆଳ ଥାନା ଚଳାନପଡା ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l

ନୂଆପଡା : ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଖଡିଆଳ ଥାନା ଚଳାନପଡା ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ସ୍ବାମୀ ଖଡିଆଳ ଥାନା ଅନ୍ତର୍ଗତ ପଖାନସର ଗାଁର ସେନାପତି ବାଗ ଓ ତାଙ୍କ ସ୍ତ୍ରୀ ଟୁନି ବାଗ ବୋଲି ଜଣାପଡିଛି। ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.