Below header

କେନ୍ଦ୍ରାପଡ଼ା ଦିଲାରପୁର ସ୍ଥିତ ଗ୍ୟାଙ୍ଗଷ୍ଟର ଟିଟୋର ବାସଭବନ ଉପରେ କ୍ରାଇମବ୍ରାଞ୍ଚର ଚଢାଉ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚ । କେନ୍ଦ୍ରାପଡ଼ା ଦିଲାରପୁର ସ୍ଥିତ ବାସଭବରେ ଚଢାଉ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଟିଟୋର ଦୁଇ ଭାଇ ଜି. ବାବୁ ଓ ଏସ୍‌କେ. ଚିତୁ ସହ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ବେଆଇନ କାରବାରକୁ କେନ୍ଦ୍ର କରି ଉଠାଇ ନେଇଥିବା ସନ୍ଦେହ କରାଯାଉଛି । ଚଢାଉ ନେଇ ଏସ୍‌ଟିଏଫ୍‌ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.