Below header

ଡିଲ୍‌ ବେଳେ ନୟାଗଡ଼ ଅଞ୍ଚଳରୁ ୨ ବାଘ ଛାଲ ଶିକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF

ନୟାଗଡ଼ : ଡିଲ୍‌ ବେଳେ ଗିରଫ। କ୍ରାଇମବ୍ରାଞ୍ଚ STF କବଜାରେ ବାଘ ଛାଲ ଶିକାରୀ। ୪ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବାବେଳେ ଗିରଫ ହେଲେ ଶିକାରୀ ଓ ସହଯୋଗୀ।

ନୟାଗଡ଼ ଅ଼ଞ୍ଚଳରୁ ୨ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF। ଜବତ ହୋଇଥିବା ଛାଲ ଗୋଟିଏ କଲରାପତରିଆ ବାଘର ହୋଇଥିବା ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.