ଝାଡୁ ଧରିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ବାଲିଯାତ୍ରା ପଡ଼ିଆରେ କଲେ ସଫେଇ ଅଭିଯାନ

କଟକ(କେନ୍ୟୁଜ୍): ବାଲିଯାତ୍ରା ପଡ଼ିଆ ସଫା କଲେ ଜିଲ୍ଲାପାଳ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ବାଲିଯାତ୍ରା ପଡ଼ିଆରେ ସଫେଇ ଅଭିଯାନ। ଭାରତୀୟ ରେଡକ୍ରସ ସୋସାଇଟିର ସଦସ୍ୟଙ୍କ ମିଶି ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ କରିଛନ୍ତି। ଏଥିରେ ବହୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

 

Leave A Reply

Your email address will not be published.