Below header
Browsing Tag

cuttack bali yatra

ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା, ମୁଖ୍ୟ ଆକର୍ଷଣ ସାଜିବ ଅଣ୍ଡର ୱାଟର୍‌‌ ଫିସ୍‌‌ ଟନେଲ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି…

ବାଲିଯାତ୍ରାରେ ବଲିଉଡ ତାରକା, ସିଙ୍ଗର ସଚିନ ଜିଗର ଓ ଅନୁ ମଲ୍ଲିକଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ

କଟକ (କେନ୍ୟୁଜ): ବାଲିଯାତ୍ରାରେ ଝଲକିବେ ବଲିଉଡ଼ ତାରକା । ଆସନ୍ତା ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଛି କଟକର ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ତରଫରୁ ବଲିଉଡ ନାଇଟ୍ସର ଆୟୋଜନ କରାଯାଇଛି। ବଲିଉଡ ନାଇଟ୍ସରେ ଆସନ୍ତା ଡିସେମ୍ବର ୨…

ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା, ଆସନ୍ତା ୧୫ ପର୍ଯ୍ୟନ୍ତ ଚାଲିବ

କଟକ (କେନ୍ୟୁଜ): ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା। ଆଜି ଠାରୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ…

ବାଲିଯାତ୍ରାକୁ ରହିଲା ଆଉ ଅଳ୍ପ ଦିନ, କାର୍ଯ୍ୟ ସମୀକ୍ଷା କଲେ କଟକ ଜିଲ୍ଲାପାଳ

କଟକ : ଐତିହାସିକ ବାଲିଯାତ୍ରାକୁ ରହିଲା ଆଉ ଅଳ୍ପ ଦିନ। ଏଥିଲାଗି ବାଲିଯାତ୍ରା ପଡ଼ିଆ କାର୍ଯ୍ୟ ସମୀକ୍ଷା କଲେ କଟକ ଜିଲ୍ଲାପାଳ ନରହରି ସେଠି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଵିଶେଷ କରି ତଳ ପଡ଼ିଆର ରାସ୍ତାକୁ ସମତୁଲ କାର୍ଯ୍ୟ…

ଆଜିଠୁ ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ ଆରମ୍ଭ ,୧୦ ଯାଏ ଚାଲିବ ପଞ୍ଜିକରଣ

କଟକ (କେନ୍ୟୁଜ): ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଆଜିଠାରୁ ଆରମ୍ଭ ହୋଇଛି କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ସାଧାରଣ ବ୍ୟବସାୟୀଙ୍କ ପ୍ଲଟ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା। ନଭେମ୍ବର ୪ ତାରିଖ ଠାରୁ ୧୦ ତାରିଖ…

ସର୍ବାଧିକ କାଗଜ ଡଙ୍ଗା ତିଆରି କରି ବିଶ୍ବରେକର୍ଡ କଲା କଟକ ବାଲିଯାତ୍ରା, ୨୦୭୯ ପିଲା ତିଆରି କଲେ ୨୩ ହଜାର ଡଙ୍ଗା

କଟକ (କେନ୍ୟୁଜ): କଟକ ଇତିହାସରେ ଆଜି ଯୋଡି ହେଲା ଏକ ନୂତନ ଅଧ୍ୟାୟ। ପୁଣି ମନେ ପଡ଼ିଲା ଓ ଜୀବନ୍ତ ହେଲା ଗୌରବମୟ ନୌବାଣିଜ୍ଯ ପରମ୍ପରା। କାଗଜ ଡଙ୍ଗା ତିଆରି କରି ଆଜି ଗିନିଜ ବିଶ୍ୱ ରେକର୍ଡରେ ସାମିଲ ହେଲା କଟକ ମହାନଗର ନିଗମ। ୩୫ ମିନିଟରେ ତିଆରି ହେଲା ୨୩ ହଜାର କାଗଜ ଡଙ୍ଗା। ମୋଟ ୨୦୭୯ ଜଣ…

୨ବର୍ଷ ପରେ ପୁଣି ଦୁଲୁକିବ ବାଲିଯାତ୍ରା ପଡ଼ିଆ, ଚାଲିଛି ଜୋରଦାର ପ୍ରସ୍ତୁତି

କଟକ (କେନ୍ୟୁଜ): କଟକ ଐତିହାସିକ ବାଲିଯାତ୍ରାକୁ ମାତ୍ର ଆଉ ଅଳ୍ପ ଦିନ । ଜୋରଦାର ଚାଲିଛି କାମ । ୨ବର୍ଷର ବ୍ୟବଧାନ ପରେ ପୁଣି ଦୁଲୁକିବ ବାଲିଯାତ୍ରା ଉପର ଓ ତଳ ପଡ଼ିଆ । ଚଳିତ ବର୍ଷ ଅଧିକ ସଂଖ୍ୟକ ପ୍ରବେଶ ଏବଂ ପ୍ରସ୍ଥାନ ପଥର ବ୍ୟବସ୍ଥା ସାଙ୍ଗକୁ ଭିନ୍ନ ଭିନ୍ନ ୪୦ଟି ସ୍ଥାନରେ କରାଯାଇଛି…

ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

କଟକ(କେନ୍ୟୁଜ୍): ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ…

ଝାଡୁ ଧରିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ବାଲିଯାତ୍ରା ପଡ଼ିଆରେ କଲେ ସଫେଇ ଅଭିଯାନ

କଟକ(କେନ୍ୟୁଜ୍): ବାଲିଯାତ୍ରା ପଡ଼ିଆ ସଫା କଲେ ଜିଲ୍ଲାପାଳ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ବାଲିଯାତ୍ରା ପଡ଼ିଆରେ ସଫେଇ ଅଭିଯାନ। ଭାରତୀୟ ରେଡକ୍ରସ ସୋସାଇଟିର ସଦସ୍ୟଙ୍କ ମିଶି ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ କରିଛନ୍ତି। ଏଥିରେ ବହୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଓ…

ବାଲିଯାତ୍ରାକୁ ଆଉ ୩ ଦିନ, ପ୍ରଶାସନିକ ଅସହଯୋଗ ଓ ଅବ୍ୟବସ୍ଥା ଯୋଗୁଁ ଦୋଳି ପଡ଼ିବା ଉପରେ ହୋଇନାହିଁ ନିଷ୍ପତ୍ତି

କଟକ(କେନ୍ଯୁଜ୍) : କଟକର ଐତିହାସିକ ବାଲିଯାତ୍ରାକୁ ଆଉ ୩ ଦିନ ବାକି । ହେଲେ ଏପର୍ଯ୍ଯନ୍ତ ଦୋଳି ପଡ଼ିବ କି ନାହିଁ ତାହା ନିଷ୍ପତ୍ତି ହୋଇନାହିଁ । ପ୍ରଶାସନିକ ଅସହଯୋଗ ଓ ଅବ୍ୟବସ୍ଥା ଯୋଗୁଁ ଦୋଳି ବ୍ୟବସାୟୀ ଫେରିଯିବା ନେଇ ଆଶଙ୍କା ଦେଖାଦେଇଛି । ପ୍ରତିବର୍ଷ କଟକ ବାଲିଯାତ୍ରାରେ ରାମଦୋଳି,…

କଟକ : ଐତିହାସିକ ବାଲିଯାତ୍ରା ଷ୍ଟଲ ଆବଣ୍ଟନ ବିବାଦ ତୁଟିଲା

କଟକ (କେନ୍ୟୁଜ୍) : ଐତିହାସିକ ବାଲିଯାତ୍ରା ଷ୍ଟଲ ଆବଣ୍ଟନ ବିବାଦ ତୁଟିଲା । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ । ଆସନ୍ତା ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଦୋଳି ଓ ପ୍ଲଟ ଆବଣ୍ଟନ ନେଇ ବିବାଦ…

କଟକ ବାଲିଯାତ୍ରା ପ୍ଲଟ ଦର ବୃଦ୍ଧିକୁ ନେଇ ବିବାଦ, ଆଜି ବାହାରିବ ନୂଆ ରେଟ ଚାର୍ଟ

କଟକ(କେନ୍ଯୁଜ୍) : ଆସନ୍ତା ନଭେମ୍ବର ୨୩ରୁ କଟକରେ ଐତିହାସିକ ବାଲିଯାତ୍ରା । ତେବେ ବାଲିଯାତ୍ରା ପ୍ଲଟ ଦର ବୃଦ୍ଧିକୁ ନେଇ ବିବାଦ ଦେଖାଦେଇଥିବାରୁ ଗତ ୩ ଦିନ ହେଲା କୌଣସି ଆବଣ୍ଟନ ହୋଇନାହିଁ । ଏହାକୁ ନେଇ ଗତକାଲି ବ୍ୟବସାୟୀ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ସଫଳ…