Below header

ଏ ବର୍ଷ ବି ବନ୍ଦ ରହିବ କଟକ ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲା ପ୍ରଶାସନ

କଟକ(କେ ନ୍ୟୁଜ): ଏ ବର୍ଷ ବି ବନ୍ଦ ରହିବ କଟକ ବାଲିଯାତ୍ରା । ଗଲା ବର୍ଷ ପରି ଚଳିତ ବର୍ଷ ବି କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି । ସୂଚନା ଦେବା ଉଚିତ

ହେବକି କରୋନା କାରଣରୁ ହିଁ ଗତବର୍ଷ କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ବନ୍ଦ ରଖାଯାଇଥିଲା । ବର୍ତ୍ତମାନ ସୁଦ୍ଧା କୋଭିଡ ସ୍ଥିତିରେ ସୁଧାର ଆସିନଥିବାରୁ ସମସ୍ତ ପ୍ରକାର ଜନସମାଗମକୁ ବନ୍ଦ ରଖାଯାଇଥିବା ନେଇ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.