Browsing Tag

cuttack baliyatra

ଉଦ୍‌ଯାପିତ ହେଲା କଟକର ଐତିହାସିକ ବାଲିଯାତ୍ରା, ଶେଷ ରାତ୍ରୀରେ ବି ପ୍ରବଳ ଭିଡ଼

କଟକ(କେନ୍ୟୁଜ୍):କଟକର ଐତିହାସିକ ବାଲିଯାତ୍ରା ଆଜି ଉଦ୍‌ଯାପିତ ହୋଇଯାଇଛି। ନଭେମ୍ବର ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେଇଛି। ଆଜି ଥିଲା ଅନ୍ତିମ ଦିବସ। ନଭେମ୍ବର ୧୬ ତାରିଖରେ ଶେଷ ହେବାକୁ ଥିବା କଟକ ଐତିହାସିକ ବାଲିଯାତ୍ରାକୁ ପ୍ରଶାସନ ପକ୍ଷରୁ…

ସରିଲା ଭୁବନେଶ୍ୱର ବାଲିଯାତ୍ରା: ଚଳିତ ବର୍ଷ ପ୍ରାୟ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର, ଉଦଯାପନୀ ଉତ୍ସବରେ ଝୁମିଲେ…

ଭୁବନେଶ୍ୱର(କେନ୍ୟୁଜ): ସରିଲା ଭୁବନେଶ୍ୱର ବାଲିଯାତ୍ରା । ୯ଦିନ ଧରି ଜରିପାଟଣା ସ୍ଥିତ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହୋଇଥିଲା ବାଲିଯାତ୍ରା ମହୋତ୍ସବ । ବାଲିଯାତ୍ରାରେ ଚଳିତ ବର୍ଷ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର ହୋଇଛି । ବାଲିଯାତ୍ରା ଉଦଯାପନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ,…

ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା, ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ରାଜ୍ୟପାଳ!

କଟକ(କେନ୍ୟୁଜ): ଆଜି ସରିଯିବ କଟକର ଐତିହାସିକ ବାଲିଯାତ୍ରା। ଆଜି ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗତ ନଭେମ୍ବର ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାକୁ ଥିବାବେଳେ ପ୍ରଶାସନିକ…

ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା: ୧୬ ବଦଳରେ ୧୭ରେ ସରିବ

କଟକ (କେନ୍ୟୁଜ): ବୃଦ୍ଧି ପାଇଲା କଟକ ବାଲିଯାତ୍ରା ସମୟ ସୀମା। ଅଧିକ ଗୋଟିଏ ଦିନ ଚାଲିବ ବାଲିଯାତ୍ରା। ୧୬ତାରିଖ ପରିବର୍ତ୍ତେ ୧୭ତାରିଖରେ ସରିବ ବାଲିଯାତ୍ରା। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଘୋଷଣା କରିଛନ୍ତି। ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ…

ବାଲିଯାତ୍ରାକୁ ଆଉ ଅଧିକ ଦିନ ବୃଦ୍ଧି କରିବା ଖବର ଏକ ଗୁଜବ, ଏନେଇ ନିଆଯାଇ ନାହିଁ କୌଣସି ନିଷ୍ପତ୍ତି: ସିଏମସି କମିଶନର

କଟକ(କେନ୍ୟୁଜ୍): ବଢିବ କି ବାଲିଯାତ୍ରା। ବାଲିଯାତ୍ରାକୁ ଆଉ ଅଧିକ ଦିନ ବୃଦ୍ଧି କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା କେବଳ ଏକ ଗୁଜବ। କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ଏ ନେଇ ଏକ ବୈଠକ କରିବ। ବୈଠକରେ ଅନ୍ତିମ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ।…

କଟକ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ SMOKING ବିସ୍କୁଟକୁ, ମହାନଦୀ ଜଳ ରାଶିରେ ନୌବିହାର

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରାର ଆକର୍ଷଣ ପାଲଟିଛି SMOKING ବିସ୍କୁଟ । ବିସ୍କୁଟ ଷ୍ଟଲ ପାଖରେ ଲୋକଙ୍କ ନାହିଁନଥିବା ଭିଡ । ଚଳିବର୍ଷ ପ୍ରଥମଥର ଏହି ଷ୍ଟଲ ପଡିଛି। SMOKING ବିସ୍କୁଟର ମୂଲ୍ୟ ରହିଛି ୫୦ ଟଙ୍କା । ସେହିପରି ଏହି ଐତିହାସିକ ବାଲିଯାତ୍ରାରେ ଅନ୍ୟତମ ଆକର୍ଷଣର କେନ୍ଦ୍ର…

ବାଲିଯାତ୍ରା ପଡିଆରେ ଚଢାଉ, ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ

କଟକ(କେନ୍ୟୁଜ୍):ବାଲିଯାତ୍ରା ପଡିଆରେ ଚଢାଉ। ଯାତ୍ରାରେ ନିମ୍ନମାନର ଖଦ୍ୟା ବିକ୍ରି ଅଭିଯୋଗ ନେଇ କଟକ ମହାନଗର ନିଗମ ଫୁଡ୍‌ ସ୍କ୍ଵାର୍ଡ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ବେଳେ ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରଛି। ଚୌମିନ୍‌, ମୋମୋ, ଚାଟ୍‌ ଆଦି ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ…

ବାଲିଯାତ୍ରାର ଦ୍ୱିତୀୟ ଦିନରେ ଦୁଲୁକିଲା ମଞ୍ଚ: ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ବଂଶୀ ବାଦନରେ ମୁଗ୍ଧ…

କଟକ(କେନ୍ୟୁଜ୍):ଐତିହାସିକ ବାଲିଯାତ୍ରାର ଦ୍ୱିତୀୟ ଦିନରେ ଦୁଲୁକିଥିଲା ଅକ୍ଷୟ ମହାନ୍ତି ମଞ୍ଚ । ସନ୍ଧ୍ୟାରେ ପରିବେଷଣ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଗତକାଲି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆ ଓ ତାଙ୍କ ବଂଶୀ ବାଦନ ଟିମ୍‌ ।…

ଦୁଇବର୍ଷ ପରେ ଧୁମଧାମରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା: ମହାନଦୀ ପଠାରେ ରହିଛି କଟକର ବିଭିନ୍ନ ଐତିହ୍ୟ…

କଟକ (କେନ୍ୟୁଜ): ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୯ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିବେ ଜଙ୍ଗଲ, ପରିବେଶ, ପଞ୍ଚାୟତ ରାଜ, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ। ସାଂସଦ ଭର୍ତ୍ତୃହରି ମହତାବ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ…

କଟକ ବାଲିଯାତ୍ରା ପଡିଆରେ ବାଲୁକା କଳା: ବୋଇତ ସହିତ ୨୫ହଜାର ୫୦୦ ଦୀପରେ ୩୦ ଫୁଟ୍‌ ଉଚ୍ଚର ବାଲୁକା କଳା

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରା ପଡିଆରେ ବାଲୁକା କଳାର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ । ଚଳିତବର୍ଷର ଅନ୍ୟତମ ଆକର୍ଷଣ ରହିଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ‘କଟକ ଇନ୍‌ କଟକ’ ପାଭିଲିୟନ ମଧ୍ୟରେ ତିଆରି ହୋଇଛି ପ୍ରାୟ ୩୦ ଫୁଟ୍‌ ଉଚ୍ଚର…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା, ବେଶ ଧୂମଧାମରେ ଏଥର ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ

କଟକ(କେନ୍ୟୁଜ୍): ଆଜିଠୁ କଟକର ଐତିହାସିକ ବାଲିଯାତ୍ରା । ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୂମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ । କଟକ ଐତିହାସିକ ବାଲିଯାତ୍ରାର ତଳ ପଡିଆରେ ‘କଟକ ଇନ କଟକ’ରେ ବୁଲିବା ପାଇଁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଲାଣି ।…