Below header
Browsing Tag

cuttack baliyatra

ଆଜିଠାରୁ ବାଲିଯାତ୍ରା ପାଇଁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

କଟକ(କେନ୍ୟୁଜ୍): କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍‌ ନିଲାମ। ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ଲଟ ନିଲାମ କରାଯିବ। ଗତକାଲି ଶେଷ ହୋଇଛି ପ୍ଲଟ ପାଇଁ ପଞ୍ଜିକରଣ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ ନେଇ ପାରିବେ । ମୋଟ ୧୪ ଶହ ପ୍ଲଟ ଆବଣ୍ଟନ କରାଯିବ। ନଭେମ୍ବର ୮ରୁ ନଭେମ୍ବର…

ଠିକ୍‌ ମାସକ ପରେ କଟକ ଐତିହାସିକ ବାଲିଯାତ୍ରା, ଆଜିଠାରୁ ପ୍ଲଟ୍‌ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

କଟକ(କେନ୍ୟୁଜ): ଠିକ୍‌ ମାସକ ପରେ କଟକ ଐତିହାସିକ ବାଲିଯାତ୍ରା । ଆଜିଠାରୁ ପ୍ଲଟ୍‌ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଞ୍ଚ ହଜାର ଟଙ୍କା ପଇଠ କରି ଆବେଦନକାରୀ ଏହି ପଞ୍ଜିକରଣ କରିବେ । ଏହି ପ୍ରକ୍ରିୟା ଶେଷ ହେବା ପରେ ଆଗକୁ ବଢିବ ନିଲାମ ଅକ୍ସନ ପ୍ରକ୍ରିୟା। ମୋଟ ୧୪…

ଏ ବର୍ଷ ବି ବନ୍ଦ ରହିବ କଟକ ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲା ପ୍ରଶାସନ

କଟକ(କେ ନ୍ୟୁଜ): ଏ ବର୍ଷ ବି ବନ୍ଦ ରହିବ କଟକ ବାଲିଯାତ୍ରା । ଗଲା ବର୍ଷ ପରି ଚଳିତ ବର୍ଷ ବି କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। ଏନେଇ କଟକ…