କେନ୍ଦୁଝର : ଘର ଭିତରୁ ବାପା, ୩ ଝିଅଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝରରେ ଚାଞ୍ଚଲ୍ୟ । ଆନନ୍ଦପୁର ଥାନା ଉଲିବସା ଗାଁର ଗୋଟିଏ ଘର ଭିତରୁ ବାପା, ୩ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଛି । ୩ ଝିଅଙ୍କୁ ନିଜ ବାପା ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.