Below header

ଖରସ୍ରୋତା ନଦୀର ବଳତର ଘାଟ ନିକଟରୁ ୫ ଫୁଟ ଲମ୍ବ କୁମ୍ଭୀରର ମୃତଦେହ ଉଦ୍ଧାର

କେନ୍ୟୁଜ୍: କୁମ୍ଭୀରର ମୃତଦେହ ଉଦ୍ଧାର । ଖରସ୍ରୋତା ନଦୀର ବଳତର ଘାଟ ନିକଟରୁ ୫ ଫୁଟ ଲମ୍ବ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.