Below header

ରେଳ ଧାରଣାରୁ ମିଳିଲା ନବଜାତ ଶିଶୁର ମୃତଦେହ

ଭୁବନେଶ୍ୱର(କେ ନ୍ୟୁଜ): ରେଳ ଧାରଣାରୁ ମିଳିଲା ନବଜାତ ଶିଶୁର ମୃତଦେହ। ଶିଶୁର ଦେହରେ ଏକ ଘରୋଇ ହସ୍‌ପିଟାଲର ଟ୍ୟାଗ୍‌ ଲାଗିଛି। ତେବେ କିଏ ଓ କାହିଁକି ଶିଶୁପୁତ୍ରକୁ ଏପରି ପରିତ୍ୟକ୍ତ ଭାବେ ଫିଙ୍ଗି ଚାଲିଗଲା ତାହା ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.