ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଧବଳେଶ୍ବରଙ୍କ ପୀଠରେ ଭିଡ଼

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ପ୍ରଥମ ସୋମବାର ରେ ଢେର ଭିଡ଼ ଜମିଛି ବାବା ଧବଳେଶ୍ବର ଙ୍କ ପୀଠରେ ।

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ପ୍ରଥମ ସୋମବାରରେ ଢେର ଭିଡ଼ ଜମିଛି ବାବା ଧବଳେଶ୍ବରଙ୍କ ପୀଠରେ । କାର୍ତ୍ତିକ ମାସର ପ୍ରଥମ ସୋମବାର ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବର ଙ୍କୁ ଦର୍ଶନ କରୁଛନ୍ତି। ରାତି 4ଟାରୁ ପହଡ ଖୋଲାଯାଇ 108 ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା। ଶ୍ରଦ୍ଧାଳୁମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି।

Leave A Reply

Your email address will not be published.