କଟକ: ନରସିଂହପୁର ଗଣଗଣା ଗାଁରେ ଝାଡାବାନ୍ତି ଆତଙ୍କ, ୨୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି

କଟକ : କଟକ ଜିଲ୍ଲା ନରସିଂହପୁର ବ୍ଲକ ଗଣଗଣା ଗାଁରେ ଝାଡାବାନ୍ତି ଆତଙ୍କ । ୨୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନରସିଂହପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ସେମାନଙ୍କ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗତ ତିନି ତାରିଖରେ ଗାଁଲୋକେ ସୁଧିକ୍ରିୟାରେ ଖାଇବାକୁ ଯାଇଥିଲେ । ଏହା ପରେ ସେମାନଙ୍କୁ ଝାଡାବାନ୍ତି ହୋଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.