Below header

କଟକ ଚାଉଳିଆଗଞ୍ଜରେ ବନ୍ଦ ଘରୁ ଉଦ୍ଧାର ହେଲା ଡାକ୍ତରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ବଢୁଛି ସନ୍ଦେହ

୫୫ ବର୍ଷୀୟ ମଲାଡି ଭେଙ୍କଟ ସାଲେପୁର ଚିକିତ୍ସା କେନ୍ଦ୍ରର ଡାକ୍ତର ଥିଲେ। ଘରୁ ଦୁର୍ଗନ୍ଧ ବାହାରିବାରୁ ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

କଟକ(କେନ୍ୟୁଜ୍):  ବନ୍ଦ ଘରୁ ଗଳିତ ମୃତଦେହ ଉଦ୍ଧାର। କଟକ ଚାଉଳିଆଗଞ୍ଜର ଘଟଣା। ବନ୍ଦ ଘରୁ ଉଦ୍ଧାର ହେଲା ଡାକ୍ତରଙ୍କ ମୃତଦେହ। ମୃତ ଡାକ୍ତରଙ୍କ ନାଁ ମଲାଡି ଭେଙ୍କଟ ଚନ୍ଦ୍ରଶେଖର। ୫୫ ବର୍ଷୀୟ ମଲାଡି ଭେଙ୍କଟ ସାଲେପୁର ଚିକିତ୍ସା କେନ୍ଦ୍ରର ଡାକ୍ତର ଥିଲେ। ଘରୁ ଦୁର୍ଗନ୍ଧ ବାହାରିବାରୁ ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଡାକ୍ତରଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.