ବାରିପଦା କିସ୍ କ୍ୟାମ୍ପସରେ କିଟ୍ ଓ କିସ୍ ପ୍ରତିଷ୍ଠାତା, ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନ ଯାପନ କଥା ପଚାରି ବୁଝିଲେ
ଡ. ସାମନ୍ତ ବିଦ୍ୟାଳୟ ପରିସରରେ ପହଁଚିବା ପରେ ଆଦିବାସୀ ନୃତ୍ୟରେ ଛାତ୍ରୀମାନେ ସ୍ୱାଗତ କରିଥିଲେ । ଡ. ସାମନ୍ତ ଫଳ ଓ ଚକଲେଟ୍ ଛାତ୍ରୀମାନଙ୍କୁ ବଣ୍ଟିଥିଲେ ।ଏଥିସହ ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନ ଯାପନ କଥା ବୁଝିଥିଲେ ଡ. ସା
କେନ୍ୟୁଜ୍(ବ୍ୟୁରୋ): ବାରିପଦା କିସ୍ କ୍ୟାମ୍ପସରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ । ଡ. ସାମନ୍ତ ବିଦ୍ୟାଳୟ ପରିସରରେ ପହଁଚିବା ପରେ ଆଦିବାସୀ ନୃତ୍ୟରେ ଛାତ୍ରୀମାନେ ସ୍ୱାଗତ କରିଥିଲେ । ଡ. ସାମନ୍ତ ଫଳ ଓ ଚକଲେଟ୍ ଛାତ୍ରୀମାନଙ୍କୁ ବଣ୍ଟିଥିଲେ ।ଏଥିସହ ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନ ଯାପନ କଥା ବୁଝିଥିଲେ ଡ. ସାମନ୍ତ ।
ପ୍ରତିଷ୍ଠାତାଙ୍କ ସମ୍ମୁଖରେ ବିଦ୍ୟାଳୟ ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ । ଛାତ୍ରୀମାନଙ୍କ ସହ ରାତ୍ରି ଭୋଜନରେ ସାମିଲ ହୋଇଥିଲେ ଡ. ସାମନ୍ତ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ, ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ