Below header

ପୁରୀ: ଶ୍ରୀମନ୍ଦିର ଉପରେ ବୁଲୁଛି ଡ୍ରୋନ, କିଛି ଦିନ ହେଲା ମନ୍ଦିର ଉପରେ ବିନ୍ଦୁ ବା ଡଟ ପଡିବା ଦୃଶ୍ୟ ଦେଖିବାକୁ ମିଳୁଛି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଉପରେ କିଛି ଦିନ ହେଲା ବିନ୍ଦୁ ବା ଡଟ ପଡିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଡଟ ବିଭିନ୍ନ ରଙ୍ଗ ସୃଷ୍ଟି କରିିଛି । ଏହା ନାଲି,ନୀଳ ରଙ୍ଗର ହୋଇଥିବାରୁ ଏହା ଡ୍ରୋନ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ବିନ୍ଦୁ ବା ଡଟ ଭଳି ଦୃଶ୍ୟମାନ ଏହି ଲାଇଟକୁ ନେଇ କୈତୁହଳ ପ୍ରକାଶ ପାଇଥିବା ବେଳେ ଏହା ଡ୍ରୋନ୍‌ କ୍ୟାମେରା ବୋଲି ପତକ୍ଷ୍ୟଦର୍ଶୀ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଉପରେ କଟକଣା ରହିଛି । ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.