Below header

ଓଡିଶାରେ ଫସିଥିବା ୨୬ ପାରୋ ପର୍ଯ୍ୟଟକଙ୍କ ପାଇଁ ବେଙ୍ଗାଲୁରୁରୁ ଆସିଲା ସ୍ୱତନ୍ତ୍ର ବିମାନ, ଭୁଟାନ ଅଭିମୁଖେ କଲା ଯାତ୍ରା

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ଫସି ଥିବା ୨୬ ପର୍ଯ୍ୟଟକଙ୍କୁ ନେବା ପାଇଁ ବେଙ୍ଗାଲୁରୁରୁ ଭୁବନେଶ୍ଵରରେ ପହଁଚିଲା ସ୍ୱତନ୍ତ୍ର ବିମାନ Drukair KB 293। ମଧ୍ୟାହ୍ନ୨ଟା ସମୟର ଏହି ବିମାନଟି ଓଡ଼ିଶାରେ ଫସି ଥିବା୨୬ ଜଣ ପାରୋ (ଭୁଟାନ)ର ପର୍ଯ୍ୟଟକଙ୍କୁ ଧରି ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ ଭାରି ଥିଲା।

durk air3

ବେଙ୍ଗଲୁରୁରୁ ଏହି ବିମାନଟିରେ କିଛି ପର୍ଯ୍ୟଟକ ଆସିଥିଲେ ଆଉ ଓଡିଶାରୁ ୨୬ ଜଣ ପର୍ଯ୍ୟଟକଙ୍କୁ ଧରି ଉଡାଣ ଭରିଥିଲେ। ସମସ୍ତ ଯାତ୍ରୀଙ୍କୁ ସଠିକ ସୋସିଆଲ ଡିଷ୍ଟାସିଂ ଓ ସାନିଟାଇଜ କରାଯାଇ ବିମାନ ମଧ୍ୟକୁ ଛଡା ଯାଇଥିଲା ବୋଲି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.