ମଦ୍ୟପ ବାପାର ବୀଭତ୍ସ କାଣ୍ଡ: ପୁଅକୁ କୋଦାଳରେ ହାଣି ଥାନାରେ କଲା ଆତ୍ମସର୍ମପଣ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ।

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ।

ସୂଚନା ଅନୁସାରେ ମଦପ୍ୟ ବାପା ଓ ପୁଅ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ବାପା ରାଗିଯାଇ ଏକ କୋଦାଳରେ ପୁଅକୁ ଆକ୍ରମଣ କରିଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା । ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ । ହତ୍ୟାକାରୀ ବାପା ହେଲେ ବିପୁଲ ରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.