ନନ୍ଦନବିହାରରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ, ୩ ଜଣ ସୁରକ୍ଷିତ ଉଦ୍ଧାର

ନନ୍ଦନ ବିହାର ଅଞ୍ଚଳରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ। ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ମହଲାରୁ ତିନି ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ନଷ୍ଟ । ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ ।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନ ବିହାର ଅଞ୍ଚଳରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ। ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ମହଲାରୁ ତିନି ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି।

ସୂଚନା ଥାଉକି, ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ନଷ୍ଟ । ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ସକାଳ ୬ଟା ବେଳେ ଲାଗିଥିଲା ନିଆଁ । ନିଆଁ ଲିଭାଇବା ପାଇଁ ଚନ୍ଦ୍ରଶେଖରପୁର ୩ ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। ଘଟଣାରେ ଦୁଇ ଦମକଳ ବାହିନୀ କର୍ମଚାରୀ ଆହତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.