ସାବାଡ ହେବେ ମଦୁଆ ଡ୍ରାଇଭର, ମଦ୍ୟପଙ୍କ ଉପରେ ନଜର ରଖିବା ପାଇଁ କଡ଼ାକଡ଼ି ହେବ ଚେକିଂ
ସାବାଡ ହେବେ ମଦୁଆ ଡ୍ରାଇଭର। ମଦ୍ୟପଙ୍କ ଗାଡି ଚାଳନା ପାଇଁ ସର୍କୁଲାର ଜାରିକଲେ ପୋଲିସ ଡିଜି ବିଜୟ ଶର୍ମା। ଜରିମାନା ସହ ଗିରଫ ହେବେ ମଦୁଆ ଡ୍ରାଇଭର। ଆଜି ସଂଧ୍ୟାରୁ ଜାରି ହେବ ଏହି କଟକଣା। ଏନେଇ ୧୪ଟି ଟୋଲଗେଟ୍ରେ ହେବ ଚେକିଂ। ମଦ୍ୟପଙ୍କ ଉପରେ ନଜର ରଖିବା ପାଇଁ କଡ଼ାକଡ଼ି ହେବ ଚେକିଂ।