Below header

ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ବର(କେନ୍ଯୁଜ୍) : ମହାମାୟାଙ୍କ ଆରାଧନାରେ ଉତ୍ସବମୁଖର ସାରା ରାଜ୍ୟ । ଆଜି ମଣ୍ଡପରେ ମହାନବମୀ ପୂଜା ଚାଲିଛି । ସେହିପରି ପୀଠରେ ଦେବୀ ଦଶଭୂଜାଙ୍କ ବିଶ୍ରାମ ରହିଛି । ଦଶହରା ପର୍ବ ପାଇଁ ଚମକୁଛି ଦ୍ୱୈତ ନଗରୀ । ଧୁମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଚଣ୍ଡୀପାଠରେ ମୁଖରିତ ହେଉଛି ଗଗନ ପବନ । ସବୁଠି ଆଧ୍ୟାତ୍ମିକ ପରିବେଶ । ସବୁ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ସୁଉଚ୍ଚ ତୋରଣ  ସାଙ୍ଗ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଧାଡି ଛୁଟିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.