ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଭଲ ରହିବ ଦିନ । ଋଣ ବୋଝରୁ ମୁକ୍ତି ମିଳିପାରେ ।

https://www.youtube.com/watch?v=17-D_z5JNmE

ବୃଷ : ସୁଫଳ ମିଳିପାରେ ।

https://www.youtube.com/watch?v=NmwCQP_3WLU

ମିଥୁନ : ଭଲରେ କଟିବ ଦିନ । ଘରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ ।

https://www.youtube.com/watch?v=IwU29pJrKpM

କର୍କଟ : ବହୁତ ଶୁଭ ରହିବ ଦିନ । ବ୍ୟବସାୟୀ ଲାଭବାନ୍ ହେବେ ।

https://www.youtube.com/watch?v=eK1gkThg2WA

ସିଂହ : ମନ ଚଂଚଳ ରହିବ । ଅତି ଶୁଭରେ କଟିବ ଦିନ ।

https://www.youtube.com/watch?v=1lJb2UELs00

କନ୍ୟା : ଟିକିଏ ଦ୍ବନ୍ଦରେ ରହିବେ । କିଛି ସ୍ଥାନରେ ସମାଲୋଚିତ ହୋଇପାରନ୍ତି ।

https://www.youtube.com/watch?v=dDZtsfSJ-UM

ତୁଳା : ଅତି ଆନନ୍ଦରେ କଟିବ ଦିନ ।

https://www.youtube.com/watch?v=IrdPDYhHIbo

ବିଛା : ମହା ଆନନ୍ଦରେ କଟିବ ଦିନ । ଅସମାଜିକ ବ୍ୟକ୍ତିଙ୍କ ଠାରୁ ଦୂରରେ ରୁହନ୍ତୁ ।

https://www.youtube.com/watch?v=1n-bprWIfso

ଧନୁ : ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।

https://www.youtube.com/watch?v=kzETfWV_v-8

ମକର : ସରକାରୀ କର୍ମଚାରୀଙ୍କ ପାଇଁ ମଙ୍ଗଳ ରହିବ ଦିନ ।

https://www.youtube.com/watch?v=ZIDM9-Dl91A

କୁମ୍ଭ : ଆଜି ଦିନଟି ଖୁବ୍ ଭଲରେ କଟିବ । ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ ।

https://www.youtube.com/watch?v=Qugx_f7nlk0

ମୀନ : ଅର୍ଥ ମିଳିପାରେ । ବହୁତ ଖୁସି ରହିବ ମନ ।

https://www.youtube.com/watch?v=U5r4pkVBoas

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.