ଏକାମ୍ର ସ୍ପୋର୍ଟସ୍ ଲିଟେରାରୀ ଫେଷ୍ଟିଭାଲ୍ ଉଦ୍ଘାଟିତ

ଭୁବନେଶ୍ବର(କେନ୍ଯୁଜ୍) : ଏକାମ୍ର ସ୍ପୋର୍ଟସ୍ ଲିଟେରାରୀ ଫେଷ୍ଟିଭାଲ ଉଦ୍ଘାଟିତ । ପ୍ରଥମ ଥର ପାଇଁ ଦୁଇ ଦିନିଆ ଫେଷ୍ଟିଭାଲ୍ ଆୟୋଜିତ ହେଉଛି। ଏହି କାର୍ଯ୍ଯକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଫେଷ୍ଟିଭାଲରେ ସାମିଲ ହୋଇଛନ୍ତି କ୍ରିକେଟ୍ର ଓ ଅଲିମ୍ପିଆନ୍ । ଅନ୍ୟପଟେ ଏହି ଫେଷ୍ଟାଭଲ୍ରେ ଦୀପା କରମାକର୍ଙ୍କ ପୁସ୍ତକ ‘THE SMALL WONDER DEEPA KARMAKAR’ ଉନ୍ମୋଚିତ ହେବ ।