Below header

କେନ୍ଦୁଝର : ହାତୀଙ୍କ ଉପଦ୍ରବ, ଚମକପୁରରେ ବ୍ୟପକ ଧାନ ଏବଂ ଫସଲ ନଷ୍ଟ

କେନ୍ଦୁଝର ଚମ୍ପୁଆରେ ପୁଣି ହାତୀ ଉପଦ୍ରବ। ଗତକାଲି ରାତିରେ ଏକ ହାତୀପଲ ଚମକପୁର ଅଞ୍ଚଳରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭଙ୍ଗାରୁଜା କରିଛନ୍ତି। ଫଳରେ ଲୋକେ ଭୟଭୀତ ହୋଇ ରହିଛନ୍ତି। ଖବର ପାଇ ବନବିଭାଗ ଗାଁରେ ପହଞ୍ଚି ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରୁଛି। ହାତୀ ପଲ ଏବେ ଜଙ୍ଗଲ ଭିତରେ ଲୁଚିକି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.