Below header

ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ (କେନ୍ୟୁଜ୍) : ହାତୀ ଆକ୍ରମଣରେ ଜଣେ ମୃତ । ନୂଆଁଖେତା ଗାଁର ରମେଶ ସାହୁ ଛେଳି ଚରାଇବାକୁ ଯାଇ ଘରକୁ ଫେରିନଥିଲେ । ପରେ ପରିବାର ଲୋକ ଏବଂ ଗ୍ରାମବାସୀ ନୂଆଁଖେତା ଜଙ୍ଗଲକୁ ଖୋଜିବାକୁ ଯାଇ ରମେଶଙ୍କ ମୃତଦେହ ଠାବ କରିଛନ୍ତି । ପାଖରେ ହାତୀର ପାଦଚିହ୍ନ ରହିଛି । ହାତୀଟି ରମେଶଙ୍କୁ ଟେକି ମୁଣ୍ଡକୁ କଚାଡି ଦେଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବନ୍ତଳା ପୋଲିସ ଓ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.