Below header

ବଣାଇରେ ଦନ୍ତା ହାତୀ ଉତ୍ପାତ, ଚିନ୍ତାରେ ଗ୍ରାମବାସୀ

କେନ୍ୟୁଜ୍: ବଣାଇରେ ଦନ୍ତା ହାତୀ ଉତ୍ପାତ। କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ବାଡିରେ ପଶି ପନିପରିବା ନଷ୍ଟ କରୁଛି। ବଣାଇ ରେଞ୍ଜର କିଛି ଗାଁରେ ହାତୀ ପଶି ଉପଦ୍ରବ କରୁଥିବାରୁ ଚିନ୍ତାରେ ପଡିଛନ୍ତି ଗାଁଲୋକେ। ହାତୀଟି ଦିନବେଳା ଜଙ୍ଗଲରେ ଲୁଚି ରହୁଥିବାବେଳେ ରାତିରେ ଗାଁରେ ପଶି ଉପଦ୍ରବ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.