Browsing Tag

elephant attacked

କଟକ: ବିଲରେ ଘାସ କାଟୁଥିବା ବେଳେ ପଳାଇ ଆସିଲା ହାତୀ, ଶୁଣ୍ଢରେ କଚାଡି ମରିଦେଲା

ମାହାଙ୍ଗା(କେନ୍ୟୁଜ୍): ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣ।  ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ମୃତକ ଜଣକ ହେଲେ ଭାଗବତ ବେହେରା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଞ୍ଚାୟତର ରାମରାଙ୍ଗ ପାଟସାଇଲୋ ଗାଁରେ ଘଟିଛି  ଏହି  ଅଘଟଣ। ମୃତକ ଜଣଙ୍କୁ  ପଛପଟୁ ହାତୀ ଶୁଣ୍ଢରେ ଟେକି…

ବଣାଇରେ ଦନ୍ତା ହାତୀ ଉତ୍ପାତ, ଚିନ୍ତାରେ ଗ୍ରାମବାସୀ

କେନ୍ୟୁଜ୍: ବଣାଇରେ ଦନ୍ତା ହାତୀ ଉତ୍ପାତ। କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ବାଡିରେ ପଶି ପନିପରିବା ନଷ୍ଟ କରୁଛି। ବଣାଇ ରେଞ୍ଜର କିଛି ଗାଁରେ ହାତୀ ପଶି ଉପଦ୍ରବ କରୁଥିବାରୁ ଚିନ୍ତାରେ ପଡିଛନ୍ତି ଗାଁଲୋକେ। ହାତୀଟି ଦିନବେଳା ଜଙ୍ଗଲରେ ଲୁଚି ରହୁଥିବାବେଳେ ରାତିରେ ଗାଁରେ ପଶି ଉପଦ୍ରବ…