Below header

ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ଜଳକ୍ରୀଡା

କେନ୍ଦୁଝର(କେନ୍ଯୁଜ୍):ପାଣିରେ ଖେଳୁଛନ୍ତି ହାତୀ ପଲ । ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ମନୋରମ ଜଳକ୍ରୀଡା ଦୃଶ୍ୟକୁ ଉପଭୋଗ କରୁଛନ୍ତି ଲାକେ ।

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍‌ ଅଞ୍ଚଳରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ଥିବାବେଳେ ଆଜି ହାତୀପଲଙ୍କ ଜଳକ୍ରୀଡା ଦେଖିବାକୁ ମିଳିଛି । ପାଣିରେ ଖେଳୁଥିବା ବେଳେ ହାତୀପଲଙ୍କ ଲଢେଇ ଦୃଶ୍ୟ ଦେଖି ଲୋକେ ଭୟଭୀତ ହୋଇଛନ୍ତି । ହତୀପଲଙ୍କ ଜଳକ୍ରୀଡାକୁ ବେଶ୍‌ ଉପଭୋଗ କରୁଛନ୍ତି ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.