Below header

ଏନର୍ଜି ଡ୍ରିଙ୍କ ସହ ଛାତ୍ର ଛାତ୍ରୀଙ୍କୁ କ୍ୟାମ୍ପସରେ ସ୍ୱାଗତ କରାଗଲା

ଭୁବନେଶ୍ୱର: କୋଭିଡ ୧୯ ପାଇଁ କଡା ନିର୍ଦ୍ଦେଶନାମା ହଟାଯିବା ପରେ ରାଜଧାନୀ ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି କିଟ୍‌ର ଛାତ୍ର ଛାତ୍ରୀମାନେ ଅଫଲାଇନ କ୍ଲାସ ପାଇଁ କ୍ୟାମ୍ପସକୁ ଫେରିଛନ୍ତି।
ଯଦିଓ ମାରାତ୍ମକ ରୋଗରୁ ଦୂରେଇ ରହିବା ପାଇଁ କିଛି କୋଭିଡ୍ ଗାଇଡ୍‌ ଲାଇନ୍‌ ବଳବତ୍ତର ରହିଛି ତଥାପି ପରିସ୍ଥିତି ସୁଧୁରିଥିବାରୁ ଛାତ୍ର ଛାତ୍ରୀମାନେ କ୍ଲାସ୍‌କୁ ଯାଇ ପାଠପଢ଼ାରେ ମନ ଦେଇଛନ୍ତି ଏବଂ କ୍ୟାମ୍ପସ୍‌ରେ ଉପଭୋଗ କରିବା ଆରମ୍ଭ କରିଛନ୍ତି । ଏହି ଅବସରରେ ଲୋକପ୍ରିୟ ଏନର୍ଜି ଡ୍ରିଙ୍କ ସଂସ୍ଥା କିଟିଆନ୍‌ମାନଙ୍କୁ ସେମାନଙ୍କ ପ୍ରଡକ୍ଟକୁ ବାଣ୍ଟିଛନ୍ତି । ସେମାନଙ୍କ ଉତ୍ସାହ ବଢ଼ାଇବା ସହ ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି ଏହି ସଂସ୍ଥାର ସଦସ୍ୟ । ଏହାକୁ ଛାତ୍ର ଛାତ୍ରୀମାନେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.