ଭିଜିଲାନ୍ସ ଜାଲରେ ESI କର୍ମଚାରୀ, ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ନେଉଥିଲା ଲାଞ୍ଚ

ରାଉରକେଲା ଭିଜିଲାନ୍ସ ଜାଲରେ ESI କର୍ମଚାରୀ ଅଭିରାମ ସାହୁ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ନେଉଥିଲା ଲାଞ୍ଚ ।

ରାଉରକେଲା (କେନ୍ୟୁଜ): ରାଉରକେଲା ଭିଜିଲାନ୍ସ ଜାଲରେ ESI କର୍ମଚାରୀ ଅଭିରାମ ସାହୁ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ନେଉଥିଲା ଲାଞ୍ଚ ।

ଖବର ଅନୁଯାୟୀ, ଜଣେ ରୋଗୀଙ୍କ ୯୦ ହଜାର ଟଙ୍କାର ବିଲ୍‌ ପାସ୍‌ କରିବାର ଥିଲା । ଏଥିପାଇଁ ଏଥିପାଇଁ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ । ଆଉ ଏହି ସମୟରେ ESI ର ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। । ତାଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.