Below header

ହାଇକୋର୍ଟରେ ମିଛ ଦୁର୍ଘଟଣା ଇନ୍‌ସୁରାନ୍ସ ମାମଲା: ସିବିଆଇ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ

ହାଇକୋର୍ଟରେ ମିଛ ଦୁର୍ଘଟଣା ଇନ୍‌ସୁରାନ୍ସ ମାମଲାରେ ସିବିଆଇ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। କେନ୍ଦୁଝରରେ ୫ଟି ମିଛ ଦୁର୍ଘଟଣା ଇନ୍‌ସୁରାନ୍ସ ମାମଲା ଦାୟର ହୋଇଥିଲା । ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା କ୍ଷତିପୂରଣ ଆକାରରେ ଠକେଇ ହୋଇଥିବା ଜଣାପଡିଛି ।

କେନ୍ଦୁଝର(କେନ୍ୟୁଜ୍‌): ହାଇକୋର୍ଟରେ ମିଛ ଦୁର୍ଘଟଣା ଇନ୍‌ସୁରାନ୍ସ ମାମଲା । ସିବିଆଇ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। କେନ୍ଦୁଝରରେ ୫ଟି ମିଛ ଦୁର୍ଘଟଣା ଇନ୍‌ସୁରାନ୍ସ ମାମଲା ଦାୟର ହୋଇଥିଲା ।

ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଘରୋଇ ବୀମା କମ୍ପାନୀ। ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା କ୍ଷତିପୂରଣ ଆକାରରେ ଠକେଇ ହୋଇଥିବା ଜଣାପଡିଛି। ମାମଲାର ଗୁରୁତ୍ୱ ଓ ବିପୁଳ ପରିମାଣର ଟଙ୍କା ଘୋଟାଲା ଯୋଗୁଁ ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସିବିଆଇ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.