ଭୁବନେଶ୍ୱର ପାତ୍ରପଡ଼ା ଭଗବାନପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ପାତ୍ରପଡ଼ା ଭଗବାନପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ପୋଲିସ ଚଢ଼ାଉ ପରେ ସାମ୍ନାକୁ ଆସିଛି ଏହି ନକଲି କାରଖାନା ।

ହ୍ଵାଇଟ ସିମେଣ୍ଟ, ପୁଟି ଡୁପ୍ଲିକେଟ କଲର ଆଦି ନିର୍ମାଣ କରୁଥିଲା କାରଖାନା । ମାଲିକ ଜିତେନ ଶିବାଣୀଙ୍କୁ ଅଟକ ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.