ନବରଙ୍ଗପୁର: ବିଜେପି ସଭାପତିଙ୍କ ନାମରେ କଟିଲା ଚାଲାଣ, ମିଥ୍ୟା ଅଭିଯୋଗ ଆଣିଲେ ଜିଲ୍ଲା ସଭାପତି କାହ୍ନୁ ଦାଶ

ନବରଙ୍ଗପୁରର(କେନ୍ୟୁଜ୍): ନବରଙ୍ଗପୁରର ବାଇକ୍‌, ଝାରସୁଗୁଡାରେ କଟିଲା ଫାଇନ୍‌ ଚାଲାଣ । ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତିଙ୍କ ନିଟକକୁ ଆସିଛି ଏଭଳି ମେସେଜ୍‌ । କାହ୍ନୁ ଦାଶ ବାଇକ ନେଇ କେବେ ଝାରସୁଗୁଡା ଯାଇନାହାନ୍ତି । ହେଲେ ତାଙ୍କ ପାଖକୁ ଆସିଛି ୫୦୦ ଟଙ୍କାର ଫାଇନ୍‌ ମେସେଜ୍‌ । ତାଙ୍କ ଗାଡିଟି ଖରାପ ହୋଇ ପଡିଛି । ଏତେବାଟ ଗାଡି ଯିବା ସ୍ଥିତିରେ ବି ନାହିଁ । ଏହାସତ୍ତ୍ୱେ କେମିତି ଫାଇନ କଟିଲା, ତାକୁ ନେଇ ସେ ଚିନ୍ତାରେ । ଏହି ଗାଡି ନମ୍ବରରେ ହୁଏତ ଆଉ କୌଣସି ଥାଇପାରେ ବୋଲି ପୋଲିସକୁ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.