Below header

ପୁରୀ ବାସୁଦେବପୁର କନକ ଦୁର୍ଗା ସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ବେଳେ ନକଲି ପରୀକ୍ଷାର୍ଥୀ ଗିରଫ

ବାସୁଦେବପୁର: ପୁରୀରେ ମାଟ୍ରିକ୍‌ ପରୀକ୍ଷା ବେଳେ ନକଲି ପରୀକ୍ଷାର୍ଥୀ ଗିରଫ । ବାସୁଦେବପୁର କନକ ଦୁର୍ଗା ସ୍କୁଲରେ ପରୀକ୍ଷା ଦେଉଥିବା ବେଳେ ଗିରଫ । ପୁରୀ ସଦର ଥାନା ପୋଲିସ ପରୀକ୍ଷାର୍ଥୀକୁ ଗିରଫ କରିଛି । ଆଜି ଇଂରାଜୀ ବିଷୟରେ ପରୀକ୍ଷା ହେଉଥିଲା । ଅନ୍ୟ ଜଣଙ୍କ ପାଇଁ ପରୀକ୍ଷା ଦେଉଥିବା ବେଳେ ନକଲି ପରୀକ୍ଷାର୍ଥୀକୁ ପୋଲିସ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.