Below header

କଟକରେ ପୁଣି ୨ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ, ଜଣେ ଅଟକ

କଟକରେ ପୁଣି ନକଲି ମେଡ଼ିସିନ । ୨ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଛି। ପୁରୀଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସ ଓ ଡ୍ରଗ୍ସ ସ୍କ୍ଵାର୍ଡର ମିଳିତ ଚଢ଼ାଉ ହୋଇଥିଲା। ନକଲି ମେଡ଼ିସିନ ଆଣି ବିକ୍ରି କରୁଥିବା ଅଭିଯୋଗରେ ଜଣେ ଅଟକ ରଖିଛି ପୋଲିସ।

କଟକ(କେନ୍ୟୁଜ୍): କଟକରେ ପୁଣି ନକଲି ମେଡ଼ିସିନ୍ । ୨ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଛି। ପୁରୀଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସ ଓ ଡ୍ରଗ୍ସ ସ୍କ୍ଵାର୍ଡର ମିଳିତ ଚଢ଼ାଉ ହୋଇଥିଲା। ନକଲି ମେଡ଼ିସିନ ଆଣି ବିକ୍ରି କରୁଥିବା ଅଭିଯୋଗରେ ଜଣେ ଅଟକ ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.