Below header

ନକଲି ଗୁଟଖା କାରଖାନା ଠାବ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକସ୍ଥିତ ପୁରଣାବଜାର ବଡ଼ଶଙ୍କରପୁର ଚଉତିଆ ମହଲାରେ ଏହି କାରଖାନା ଠାବ କରାଯାଇଛି। ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୁରୁଣା ବଜାର ଥାନା ପୋଲିସ। ଏଥିସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛି। କାରଖାନାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ପୁରୁଣାବଜରାରେ ନକଲି କରାଖାନା ଚାଲୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.