Below header

ଚଳିତବର୍ଷ ୟୁଜି ପିଜି ପରୀକ୍ଷା ସୁନିଶ୍ଚିତ, ୧୮ ତାରିଖରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର(କେ ନ୍ୟୁଜ): ଚଳିତବର୍ଷ ୟୁଜି ପିଜି ପରୀକ୍ଷା ସୁନିଶ୍ଚିତ । ୧୮ ତାରିଖରେ ହେବ ଚୂଡାନ୍ତ ନିଷ୍ପତ୍ତି । ୭ଦିନ ଭିତରେ କୁଳପତି ମାନେ ସେମାନଙ୍କ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଜଣାଇବେ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଭିଡ଼ିଓ କନଫରେନ୍ସରେ କୁଳପତିଙ୍କ ସହ ବୈଠକ

ହୋଇଥିଲା । ତେବେ ଏଥିରେ ଗତବର୍ଷ ପରୀକ୍ଷାକୁ ନେଇ ଆଲୋଚନା ହୋଇଛି । ଅନେକ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଛନ୍ତି । ଅନଲାଇନ ପାଠପଢ଼ା ଚାଲିଛି । ଜୁନ୍‌ ସୁଦ୍ଧା କୋର୍ସ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.