Below header
Browsing Tag

UG and PG exams

ଅନଲାଇନ୍‌ରେ ହେବ UG – PG ପରୀକ୍ଷା, ବିଶ୍ୱବିଦ୍ୟାଳୟକୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର(କେ ନ୍ୟୁଜ):  ଅନଲାଇନ୍‌ରେ ହେବ UG - PG ପରୀକ୍ଷା। ଜୁଲାଇ, ଅଗଷ୍ଟ ସୁଦ୍ଧା ଅନ୍‌ଲାଇନ୍‌ ମୋଡ୍‌ରେ EXAM ହେବ। ଏନେଇ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। କୁଳପତି ମାନଙ୍କ ମତାମତ ନେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା କେବେ ଓ…

ଚଳିତବର୍ଷ ୟୁଜି ପିଜି ପରୀକ୍ଷା ସୁନିଶ୍ଚିତ, ୧୮ ତାରିଖରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର(କେ ନ୍ୟୁଜ): ଚଳିତବର୍ଷ ୟୁଜି ପିଜି ପରୀକ୍ଷା ସୁନିଶ୍ଚିତ । ୧୮ ତାରିଖରେ ହେବ ଚୂଡାନ୍ତ ନିଷ୍ପତ୍ତି । ୭ଦିନ ଭିତରେ କୁଳପତି ମାନେ ସେମାନଙ୍କ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଜଣାଇବେ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଭିଡ଼ିଓ କନଫରେନ୍ସରେ…

ଧାର୍ଯ୍ୟ ସମୟରେ ହେବ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟରେ ହେବ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା। ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ। ଜଷ୍ଟିସ ଅଶୋକ ଭୂଷଣ, ଆର ସୁବାସ ରେଡ୍ଡୀ ଓ ଏମଆର ସାହାଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ ୟୁଜି-ପିଜି ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତେବେ…