ସିସିଟିଭି ମାମଲାକୁ ନେଇ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଲେ ଅଭିନବ କୋହଲୀ

ଶ୍ୱେତା ତିୱାରୀ କିଛିଦିନ ପୂର୍ବେ ନିଜ ଏକ୍ସ ସ୍ୱାମୀଙ୍କ ସହ ହୋଇଥିବା କଳହକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ଶ୍ୱେତା କେପଟାଉନରେ ରହୁଥିବା ବେଳେ ଲଗାତାର ଭାବେ ସେଠାକାର ଫଟୋ ପୋଷ୍ଟ କରୁଛନ୍ତି । ଏହି ସମୟରେ ଅଭିନବ କୋହଲୀ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସିସିଟିଭି ଭିଡିଓ କଣ୍ଟ୍ରୋଭର୍ସିର ଅପଡେଟ ଦେଉଥିବାର ଦେଖିବାକୁ ମିଳିଛି ।

କେପଟାଉନ ଯିବା ସମୟରେ ଦୁହିଁଙ୍କ ମଧ୍ୟରେ ସିସିଟିଭିକୁ ନେଇ ଝଗଡା ହୋଇଥିଲା । ତେବେ ଏହାପରେ ଅଭିନବ ଏବେ ଏକ ଭିଡିଓ ସେୟାର କରଛନ୍ତି । ଯେଉଁଥିରେ ଅଭିନଭ ମହିଳା ଆୟୋଗଙ୍କର ଏକ ଚିଠି ପାଇବା ପରେ ସେ ମହାରାଷ୍ଟ୍ର ଡିଜିପି ଏବଂ ମୁମ୍ବାଇ ପୋଲିସକୁ ଧନ୍ୟବାଦ କହିଛନ୍ତି । ସମସ୍ୟାକୁ ବୁଝି କୌଣସି ଆକ୍ସନ ନ ନେଇଥିବା କାରଣରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

View this post on Instagram

 

A post shared by Abhinav Kohli (@abhinav.kohli024)

ଏହାସହ ସେ ନିଜ ଫ୍ୟାନ୍ସ ଓ ଫଲୋର୍ସଙ୍କୁ ମଧ୍ୟ ଧନ୍ୟବାଦ କହିଥିଲେ । ତେବେ ସୂଚନା ଅନୁଯାୟୀ ତାଙ୍କ ଉପରେ ଶାରୀରିକ ହିଂସା ସହ ତାଙ୍କ ପିଲାଙ୍କ ଉପରେ ଟ୍ରମାଟାଇଜର ଆରୋପ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.