Below header

କେନ୍ଦୁଝର ନୂଆଗାଁ ଚତୁରୀ ସାହିରେ ଧାନ ଖଳାରେ ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ଧାନ ବିଡା ସହ ଅନେକ ମେସିନ ଜଳି ନଷ୍ଟ

କେନ୍ଦୁଝର : କେନ୍ଦୁଝର ପାଟଣା ବ୍ଲକ ନୂଆଗାଁ ଚତୁରୀ ସାହିରେ ଧାନ ଖଳାରେ ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ଧାନ ବିଡା ସହ ଅନେକ ମେସିନ ଜଳି ନଷ୍ଟ ହୋଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି ।

ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିବାବେଳେ, କିଏ ଓ କାହିଁକି ଏଭଳି କାଣ୍ଡ କରିଛି ତାହା ଏଯାଏ ସ୍ପଷ୍ଟ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.