ଅଘଟଣକୁ ରୋକିବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ଆଗୁଆ ପ୍ରସ୍ତୁତି: କୋଭିଡ୍ ହସ୍ପିଟାଲରେ ମୁତୟନ ହେଲେ ଅଗ୍ନିଶମ ବାହିନୀ

ଭୁବନେଶ୍ବର: କୋଭିଡ୍ ହସ୍ପିଟାଲ ଆଗରେ ମୁତୟନ ହେଲେ ଅଗ୍ନିଶମ ବାହିନୀ । କୌଣସି ଅଘଟଣ ଏଡାଇବାକୁ କୋଭିଡ୍ ହସ୍ପିଟାଲ ଆଗରେ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଦମକଳ ବାହିନୀ ସହ ମୁତୟନ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଏହାସହ ବିଭିନ୍ନ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ମହାମାରୀ ସମୟରେ ଦେଶର ଅନେକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି କରିଛି ଓଡ଼ିଶା ଅଗ୍ନିଶମ ବିଭାଗ । ବିଭିନ୍ନ କୋଭିଡ ହସ୍ପିଟାଲରେ ମୁତୟନ କରାଯାଇଛି । ଏହାସହ ପରିସ୍ଥିତି ଉପରେ ନଜର ରଖିଛି ଅଗ୍ନିଶମ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.