ସମ୍ବଲପୁର ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ମୃତ

ସମ୍ବଲପୁର: ସମ୍ବଲପୁର ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ମୃତ । କରୋନା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିଲେ। ବ୍ଲାକ୍ ଫଙ୍ଗସ୍ ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା।
ଏହା ସହ ଭିମସାରରେ ଆଉ ୬ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ ଅଧ୍ୟକ୍ଷ ଡକ୍ଟର ଲାଲମୋହନ ନାୟକ।