ଅର୍ଥ ମନ୍ତ୍ରଣାଳୟରେ ବିନା ପରୀକ୍ଷାରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ମାସକୁ ୨ ଲକ୍ଷ

ଅର୍ଥ ମନ୍ତ୍ରଣାଳୟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଏବଂ ଅନ୍ଯ ୫୩ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟର ଅଧିକାରକ ୱେବସାଇଟ୍ finmin.nic.inକୁ ଯାଇ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ ୩୦ ରହିଛି।

ଅଧିକ ଜାଣିବା ପାଇଁ ପ୍ରାର୍ଥୀ ସିଧାସଳଖ ଭାବେ https://financialservices.gov.in/vacancy  ଲିଙ୍କରେ କ୍ଲିକ କରି ଆବେଦନ କରିପାରିବେ। ଏହା ସହିତ https://financialservices.gov.in/sites/default ଏବଂ https://financialservices.gov.in/sites/default/files/circular.pdf ଲିଙ୍କ ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୫୩

ରେଜିଷ୍ଟ୍ରାର: ୧୦

ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର: ୧୭

ରିକଭରୀ ଅଫିସର: ୨୬

ଜରୁରୀ ଜାରିଖ: ଆବେଦନ କରିବାର ଶେଷ ତାରିଖ ୩୦ ଜୁନ ରହିଛି।

ଦରମା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ମାସିକ ଦରମା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.