Below header

ଲାଟ୍ରିନ୍‌ ଟାଙ୍କି ସେଣ୍ଟ୍ରିଂ କାଠ ବାହାର କରିବାକୁ ଯାଇଥିବା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ୨ ମୃତ

ଫୁଲବାଣୀ: ଶ୍ୱାସରୁଦ୍ଧ ହୋଇ ୨ ମୃତ । କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟ ପିଟବାରି ଗାଁରେ ଅଘଟଣ ଘଟିଛି। ଲାଟ୍ରିନ୍‌ ଟାଙ୍କିର ସେଣ୍ଟ୍ରିଂ କାଠ ବାହାର କରିବାକୁ ଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ପଡି ଯାଇଥିଲେ ।

ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ । ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ପରେ ଅଗ୍ନିଶମବାହିନୀ ପହଂଚି ୨ଜଣଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ସଞ୍ଜୟ ପ୍ରଧାନ ଓ ସନ୍ତୋଷ କହଁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.