Browsing Tag

phulbani news

ଲାଟ୍ରିନ୍‌ ଟାଙ୍କି ସେଣ୍ଟ୍ରିଂ କାଠ ବାହାର କରିବାକୁ ଯାଇଥିବା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ୨ ମୃତ

ଫୁଲବାଣୀ: ଶ୍ୱାସରୁଦ୍ଧ ହୋଇ ୨ ମୃତ । କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟ ପିଟବାରି ଗାଁରେ ଅଘଟଣ ଘଟିଛି। ଲାଟ୍ରିନ୍‌ ଟାଙ୍କିର ସେଣ୍ଟ୍ରିଂ କାଠ ବାହାର କରିବାକୁ ଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ପଡି ଯାଇଥିଲେ । ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ । ସେ ମଧ୍ୟ ଶ୍ୱାସରୁଦ୍ଧ…

ପର୍ବତ କୋଳରେ ଛିଣ୍ଡା ପାଲ ତଳେ କଟୁଛି ପ୍ରତିମାଙ୍କ ଜୀବନ, ପରିବାର କହିଲେ କେହି ନାହାନ୍ତି

ଫୁଲବାଣୀ: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅନେକ ଯୋଜନା ରହିଛି । ତା ମଧ୍ୟରୁ ମୋ କୁଡ଼ିଆ, ବିଜୁ ପକ୍କା ଘର ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ ଯୋଜନା ଏକ ଲୋକାଭିମୁଖୀ ଯୋଜନା । ଏହି ଯୋଜନାର ମୂଳ ଲକ୍ଷ୍ୟ ଯେଉଁ ମାନେ ଗରିବ, ଅସହାୟ ଓ ଭୂମୀ ହୀନ ସେମାନଙ୍କୁ ସାମିଲ କରାଯିବ ଏବଂ…

ଜୀବନ ଜୀବିକା ମଝିରେ ବାଧକ ସାଜିଛି ବାଘ ନଦୀ: କାଠ ଗଣ୍ଡିରେ ବାଜି ଲାଗିଛି ଆଠ ଶହ ଜୀବନ

ଫୁଲବାଣୀ: ଏପଟେ ଜୀବନ ସେପଟେ ଜୀବିକା । ମଝିରେ ବାଘ ନଦୀ। କାଠ ଗଣ୍ଡିର ପୋଲ ହିଁ ସାଜିଛି ସାହା ଭରସା । ଯେତେ ଗୁହାରୀ ପରେ କିଛି ସୁଫଳ ନମିଳିବାରୁ ଜୀବନ ଓ ଜୀବିକାକୁ ପାଥେୟ କରି ନିଜ ବୁଦ୍ଧି ବଳରେ ତିଆରି କରିଛନ୍ତି ଦୁଇଟି କାଠ ଗଣ୍ଡିର ପୋଲ । ନିଜ ଗାଁ ରୁ ଅନ୍ୟ ଗୋଟିଏ ଗାଁ କୁ ଯିବା…